ରାଜଧାନୀରେ ୨୦ହଜାର କୋଟିର ଜମି ଜବରଦଖଲ

୮ ବର୍ଷରେ ଜବରଦଖଲ ମୁକ୍ତ ହୋଇଛି ୨୫୦୦ କୋଟି ଟଙ୍କାର ଜମି ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୨୪,୯୯୦ ଏକର ଜମି ଅଛି। ଏଥିରୁ ପ୍ରାୟ ୧୦,୨୫୦ଏକର ଜମି ଭୂଲେଖ ଡାଟାବେସ୍‌ରେ ବିଭାଗ ନାଁରେ ଅଛି। ସରକାରଙ୍କ ୧୮୬୦ଏକର ଜମି ବିଭିନ୍ନ ଅଞ୍ଚଳରେ ଜବରଦଖଲକାରୀଙ୍କ କବ୍‌ଜାରେ ଅଛି। ଯାହାର ଆନୁମାନିକ ମୂଲ୍ୟ ୨୦ହଜାର କୋଟି ଟଙ୍କା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ … Continue reading ରାଜଧାନୀରେ ୨୦ହଜାର କୋଟିର ଜମି ଜବରଦଖଲ